ଧୋକା ଦେଲା ଚୀନ ନିର୍ମିତ ଟେଷ୍ଟ କିଟ୍:ଭାରତ ବ୍ୟବହାର କରିବ ଦକ୍ଷିଣ କୋରିଆ ନିର୍ମିତ କିଟ୍

ନୂଆଦିଲ୍ଲୀ : କରୋନା ମହାମାରୀ ପରି ବିପତ୍ତି ସମୟରେ ଚୀନ ଶସ୍ତା ଓ ତ୍ରୁଟିଯୁକ୍ତ ଟେଷ୍ଟ କିଟ ବିକ୍ରି କରି ଦେଶମାନଙ୍କୁ ଠକିଚାଲିଛି। ଭାରତରେ ମଧ୍ୟ ଚୀନ ନିର୍ମିତ ରାପିଡ ଟେଷ୍ଟିଂ କିଟ (ଆରଟି-ପିସିଆର)ରେ ଅନେକ ସମୟରେ ଭୁଲ ରିପୋର୍ଟ ଆସୁଥିବାରୁ ସରକାର ଆସନ୍ତା ଦୁଇଦିନ ପାଇଁ ଏହାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି। ଏହା ପରେ ଭାରତରେ ଏବେ ଦକ୍ଷିଣ-କୋରିଆ ନିର୍ମିତ କିଟ ବ୍ୟବହାର କରିବାକୁ ସରକାର ଯୋଜନା … Continue reading ଧୋକା ଦେଲା ଚୀନ ନିର୍ମିତ ଟେଷ୍ଟ କିଟ୍:ଭାରତ ବ୍ୟବହାର କରିବ ଦକ୍ଷିଣ କୋରିଆ ନିର୍ମିତ କିଟ୍